ଲୋକହସା ହେବା ପାଇଁ କାହିଁକି କଂଗ୍ରେସ ପ୍ରାର୍ଥୀ ଦିଆଯାଉଛି : ବିଧାୟକ ମହମ୍ମଦ ମୋକିମ

କଟକ: ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଗୁରୁତର ସହ ଚିନ୍ତା କରିବାର ସମୟ ଆସିଛି। କର୍ମୀଙ୍କ ମନରେ ପ୍ରଶ୍ନ ସବୁ ଉପନିର୍ବାଚନରେ ଭୋଟ ହାର କାହିଁକି ଖସୁଛି। ସବୁବେଳେ ଦଳର ପ୍ରାର୍ଥୀଙ୍କ ପରାଜୟ ପରେ ସମ୍ବଳ ନ ଥିବାରୁ ହାରିଲୁ ବୋଲି କୁହାଯାଉଛି। ଯଦି ସମ୍ବଳ ନାହିଁ ଲୋକହସା ହେବା ପାଇଁ ପ୍ରାର୍ଥୀ କାହିଁକି ଦିଆଯାଉଛି। … Continue reading ଲୋକହସା ହେବା ପାଇଁ କାହିଁକି କଂଗ୍ରେସ ପ୍ରାର୍ଥୀ ଦିଆଯାଉଛି : ବିଧାୟକ ମହମ୍ମଦ ମୋକିମ